DGP Abhay Holds Press Conference Over Seizure Of Ganja Or Cannabis



Kanak News is Odisha’s leading 24×7 news and current affairs TV channel from Eastern Media Limited. Odisha’s largest media house that also publishes daily …

5 Comments

  1. ଖାଲି ଭୂବନେଶ୍ୱର ରେ Ac room ରେ ବସିକି ପ୍ରେସମିଟ୍ କଲେ କିଛି ଲାଭ ହେବନି । ବାସ୍ତବ ଚିତ୍ର ଦେଖିବା ପାଇଁ ଆପଣଙ୍କୁ ଫୁଲବାଣୀ, କୋରାପୁଟ , ନବରଙ୍ଗପୁର , ରାୟଗଡା , କଳାହାଣ୍ଡି ଆସିବା କୁ ହେବ । ପୋଲିସ ବାବୁ ପଇସା ଲାନ୍ଚ ଖାଇ ନିରବଦ୍ରଷ୍ଟା ସାଜିଛନ୍ତି । ଜଗନ୍ନାଥ ଭରସା ଓଡ଼ିଶା କୁ ।

  2. କାହିଁକି ଅଯଥାରେ ପ୍ରହସନ କରୁଛନ୍ତି ସାରେ 🤣 ? ପୋଲିସ ଲାନ୍ଚ ଖାଇକି ଗନ୍ଜେଇ ବେପାରୀ ଙ୍କୁ ଛାଡ଼ି ଦଉଛି । ଓଡ଼ିଶାରେ ଗନ୍ଜେଇ ର ପ୍ରଚାର ଏବଂ ପ୍ରସାର ରେ ପୋଲିସ ଭାଇ ଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Leave a Reply

Your email address will not be published.


*